ପ୍ରଫେସର୍‌ ମନ୍ମଥନାଥ ଦାସଙ୍କ ଜନ୍ମ ଶତବାର୍ଷିକୀ

୧୫/୦୫/୨୦୨୫
ସାହିତ୍ୟ ଅକାଦେମି ଏବଂ ଫକୀରମୋହନ ବିଶ୍ଵବିଦ୍ୟାଳୟ ମିଶି ପାଳିଲେ ପ୍ରଫେସର୍‌ ମନ୍ମଥନାଥ ଦାସଙ୍କ ଜନ୍ମ ଶତବାର୍ଷିକୀ।
ଗୋଟେ ପଟେ ଇତିହାସର ଅଟ୍ଟାଳିକା
ଅନ୍ୟପଟେ ସାହିତ୍ୟର ସୁରମ୍ୟ ପ୍ରାସାଦ ଗଢ଼ି ସାରା ଜୀବନ ପ୍ରଫେସର ଦାସ ଆପଣା ରୋପ୍‌ ୱେରେ ବିଚରଣ କରିଥିଲେ ଗୋଟେ ବାଦଶାହ ଭଳି।
ଅନୁପମ ଶିକ୍ଷକ, କୁଳପତି, ଶିକ୍ଷାପ୍ରଶାସକ, ଗବେଷକ, ଇତିହାସ-ସୁନାପୁଟବୋଳା ହୃଦଘେନା ସାହିତ୍ୟିକ ଏବଂ ପୁଣି ଶେଷକୁ ରାଜ୍ୟସଭାରେ ବ୍ୟବସ୍ଥାପକ।
ତଥ୍ୟନିଷ୍ଠ ମାନବବାଦୀ ଅପ୍ରତିମ ଅତୁଳନୀୟ ଇତିହାସକାର।
ନମସ୍ୟ।
ଶିକ୍ଷିତ ହେବାର ଚମତ୍କାର ଅବସର ଦେଲା ଏ କାର୍ଯ୍ୟକ୍ରମ।
ସମସ୍ତଙ୍କୁ ଧନ୍ୟବାଦ।

Leave a Comment

Your email address will not be published. Required fields are marked *

Scroll to Top