ସରଳ ହେବା ସହଜ

ସରଳ ଜୀବନଯାପନ ବହୁ କଠିନ।
କ୍ଷଣଜନ୍ମା ନବକୃଷ୍ଣ ଚୌଧୁରୀ ୬ବର୍ଷ (୧୯୫୦-୫୬) ମୁଖ୍ୟମନ୍ତ୍ରୀତ୍ୱରୁ ସ୍ବେଚ୍ଛାକୃତ ଅବସର ନେଇ ସାଇକେଲ ବେଡ଼ିଂ ସହ ରେଳଗାଡ଼ିରେ ଭୁବନେଶ୍ବରରୁ ମେରାମଣ୍ଡଳୀ, ସେଠୁ ବସରେ ଚାଲିଲେ ଅନୁଗୁଳ। ବାଜି ରାଉତ ଛାତ୍ରାବାସ ପରିସରର କୁଡ଼ିଆରେ ରହିଲେ। ପରେ ତାହା ହେଲା “ବାପି-ନୁମା କୁଟୀର”।
କୁଟୀର ଭିତରେ ଆଟୁ ନ ଥିବା ନାଲିମାଟି ଲିପା ଏଇ କୋଠରି ପାଲଟିଲା ତା’ଙ୍କ ଶୋଇବା ଘର।
ବିଶ୍ବାସ ହେଉଛି?

Leave a Comment

Your email address will not be published. Required fields are marked *

Scroll to Top