କିଏସେ ଡାହୁକ
କିଏସେ ଡାହୁକ କିଏ କେଳିହଂସ କିଏସେ କୋଚିଲାଖାଇ ସାରା ପକ୍ଷୀକୁଳ ଭାଷା ଆନ ଆନ ଏକକୁ ଆରେକ ଭାଇ ହେଲେ ମୋ ଓଡ଼ିଆ ଭାଷା; ହଳଦୀବସନ୍ତ ପରି […]

ଭାଷା ପ୍ରବନ୍ଧେ ଭାଗବତ, ରଚିଲେ ଦାସ ଜଗନ୍ନାଥ। ସାରଳା ଲେଖିଲେ ଭାରତ, ଆଦିକବି ସେ ବହୁ ଖ୍ୟାତ। ବଳରାମଙ୍କ ରାମାୟଣ, ଦାଣ୍ଡିବୃତ୍ତରେ ଲେଖା ଜାଣ। ମାତୃଭାଷାକୁ ଆଶ୍ରା